ସରକାରଙ୍କ କରୋନା ନିର୍ଦ୍ଦେଶକୁ ଫୁ’: ଚଉଷଠି ଯୋଗିନୀ ଓ ଜୟଦେବ ପୀଠ‌ରେ ବୁଲୁଛନ୍ତି ବିଦେଶୀ ପର୍ଯ୍ୟଟକ

ବାଲିଅନ୍ତା: ରାଜ୍ୟର ସମସ୍ତ ଐତିହ୍ୟ ସଂପନ୍ନ ପର୍ଯ୍ୟଟନ‌ସ୍ଥଳୀରେ କରୋନା କଟକଣା ବଳବତ୍ତର ରହିଛି। ରାଜଧାନୀରେ ଥିବା ସମସ୍ତ କଳା ଓ ସଂସ୍କୃତି ସଂପନ୍ନ ପୀଠକୁ ପ୍ରଶାସନ ପକ୍ଷରୁ ଏକ ପ୍ରକାର ସିଲ୍‌ କରି ଦିଆଯାଇଛି। ଦେଶୀ ହେଉ ଅବା ବିଦେଶୀ ପର୍ଯ୍ୟଟକ ମଠ, ମନ୍ଦିର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଏଭଳି ସ୍ଥିତିରେ ରାଜଧାନୀରେ ଘୂରି ବୁଲୁଥିବା ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଏବେ ଉପକଣ୍ଠରେ ଥିବା … Continue reading ସରକାରଙ୍କ କରୋନା ନିର୍ଦ୍ଦେଶକୁ ଫୁ’: ଚଉଷଠି ଯୋଗିନୀ ଓ ଜୟଦେବ ପୀଠ‌ରେ ବୁଲୁଛନ୍ତି ବିଦେଶୀ ପର୍ଯ୍ୟଟକ